May 26, 2022

ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ

1 min read

ଜଗତସିଂହପୁର (ଆମହକନ୍ୟୁଜ )-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନିମୁଳ ପଞ୍ଚାୟତ ନିକଟ ପାଇକା ନଦୀର ପାରିଲଙ୍କାପଡା ଘାଟରେ ନଦୀ ପାର ସମୟରେ ନଦୀରେ ଭାସି ଯାଇ ଜଣେ ନିଖୋଜ | ନିଖୋଜ ବ୍ୟକ୍ତି ଜଣକ ହେଲେ ପାରିଲଙ୍କାପଡା ଗ୍ରାମର ତ୍ରିଲୋଚନ ଦାସ | ତ୍ରିଲୋଚନ ନଦୀ ଏପଟରୁ ସେପଟ ତୁଠ କୁ ଜିବାପାଇଁ ନଦୀ ରେ ପସି ଜାଉଥିବା ସମୟରେ ନଦୀରେ ପ୍ରଖର ସ୍ରୋତ ଯୋଗୁଁ ଭାସି ଜାଇଥିଲେ | ଖବରପାଇ ତିର୍ତ୍ତୋଲ ଓ କୋରୁଆ ଦମକଳ ବାହିନି ଘଟଣା ସ୍ଥଳରେ ପହଁଛି ନଦୀରେ ଖୋଜା ଜାରି ରଖିଛନ୍ତି | ସନ୍ଧ୍ୟା ସୁଦ୍ଧା ତ୍ରିଲୋଚନଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.