May 26, 2022

ବଲାଙ୍ଗୀରସାତମାଇଲ ଛକରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

1 min read

ବଲାଙ୍ଗୀର(ବସନ୍ତ ମେହେର )17/9:ଜାତୀୟ ରାଜପଥ ୫୭ ର ସାତ ମାଇଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତ୍ୱ ର ଵ୍ୟକ୍ତି ଙ୍କୁ ଭିମଭୋଇ ମେଡିକାଲ କୁ ପଠାଯାଇଛି, ସୂଚନା ଅନୁସାରେ ବାଇକକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଛି। ମୃତକ ଵ୍ୟକ୍ତି ହେଲେ କୁଲେରବାହାଲି ଗ୍ରାମର ଅର୍ଜୁନ ବାଗ ବୋଲି ଜଣାପଡିଛି।ଗୁରୁତର ଵ୍ୟକ୍ତି ଜଣକ ହେଲେ ଲମ୍ବୋଦର ଵଗର୍ତୀ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଇଁତଲା ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ପଠାଇବା ସହ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର କୁ ପୋଲିସ ଉପସ୍ଥିତ ରେ ପ୍ରଵଳ ମାଡ ମାରିଥିବା ଜଣା ପଡିଛି, ଖ୍ୟାତି ପୁରଣ ଦାବି କରିଛନ୍ତି ପରିବାର ଲୋକେ ଘଟଣା ସ୍ଥଳ ରେ ଉତ୍ତେଜନା ପ୍ରକାଶ ପାଇଛି, ଘଟଣା ସ୍ଥଳ ରେ ତହସିଲଦାର ଉପସ୍ଥିତ ରହି ଵୁଝାସୁଝା କରିଛନ୍ତି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.