May 26, 2022

ଶୁଭ ଦୀପାବଳୀ ଅବସରରେ ଶିକ୍ଷୟତ୍ରୀ ମମିତା ମେହେର ପାଇଁ ଦୀପ ଜାଳିଲେ ବିଜେପି ଯୁବ ମୋର୍ଚ୍ଚା

1 min read

ବାଲେଶ୍ୱର (ଆତ୍ମାନନ୍ଦ ଦାସ ):ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଜଳଦା ଗ୍ରାମରେ ଶିକ୍ଷୟତ୍ରୀ ମିମିତା ମେହେର ହତ୍ୟା କାଣ୍ଡ କୁ ନେଇ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ଦାବିରେ ଯୁବବିଜେପି ମୋର୍ଚ୍ଚା କର୍ମୀ ରାତି ୭ ବେଳେ ଦୀପଜାଳି ଥିବାର ଦେଖିବାକୁ ମିଳିଥିଲା l
ଜଳଦା ଗ୍ରାମରେ ଶତାଧିକ ବିଜେପି କର୍ମୀ ସଂଘଟିତ ହୋଇ ଦୀପ ଜଳନ କରିଥିଲେ
ଏଥିରେ ଜଳଦା ଗ୍ରାମରେ ଵୟୋଜ୍ୟଷ୍ଠ ବ୍ୟକ୍ତି ଓ ବିଜେପି ଯୁବମୋର୍ଚ୍ଚା ଉପସ୍ଥିତ ଅଂଶ ଗ୍ରହଣ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ମନୋଜ ଜେନା , ଚିନ୍ମୟ ବେହେରା, ମାର୍କଣ୍ଡ ପୁଷ୍ଟି, ଉପେନ୍ଦ୍ର ପରିଡ଼ା, ଭଗବାନ ଦାସ, ସଂଗ୍ରାମ ବିଶ୍ଵାଳ, ପ୍ରତାପ ଦାସ, ସୁରେଶ ଚନ୍ଦ୍ର ବେହେରା,ଓ ଅନ୍ୟ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ l ଏହା ରାତି ୭,ଟା ଠାରୁ ଆରମ୍ଭ କରି ରାତି ୮,୩୦ ପଯ୍ୟନ୍ତ ଦେଖିବାକୁ ମିଳିଛି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.