June 26, 2022

ବାଲେଶ୍ଵର ଜିଲ୍ଲାର ଏକ ନୂତନ ବସ୍ ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ

1 min read

ବାଲେଶ୍ୱର (ଦେବାଶିଷ ଦାଶ ):ଗତ ନଭେମ୍ବର ମାସରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଜିଲ୍ଲାର ସହଦେବ ଖୁଣ୍ଟା ଠାରେ ୯.୭ କୋଟି ଟଙ୍କା ରେ ଏକ ମଡେଲ ବସ୍ ଟର୍ମିନାଲ ର ଶୂଭ ଶିଳାନ୍ୟାସ କରିଥିଲେ l
ଏବେ ଏହାର କାର୍ଯ୍ୟ ଚାଲୁ ଥିବା ବେଳେ ଯାତ୍ରୀ ମାନେ କିପରି ସୁବିଧାରେ ଯାଇ ଆସି ପାରିବେ ,
ବଡ଼ ବଡ଼ ବସ୍ ଗୁଡ଼ିକ କିପରି ଭାବରେ ସହଜ ରେ ଯାଇ ଆସି ପାରିବ ସେଥିପ୍ରତି ରେମୁଣା ରୁ ବାଲେଶ୍ବର ମଧ୍ୟରେ ଏକ ଅସ୍ଥାୟୀ ଜାଗା ନିରୂପଣ ହୋଇଛି l

ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ସଦର ବିଧାୟକ ( ସ୍ଵରୁପ କୁମାର ଦାସ ) ରେମୁଣା ବିଧାୟକ ( ସୁଧାଂଶୁ ଶେଖର ପରିଡ଼ା ) ଓ ବସ୍ ଏସେସୋନ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.