ଭଦ୍ରକ ଟାଉନ ପୋଲିସ ଏମଭି ଚେକିଙ୍ଗ ସମୟ ରେ ଧରାପଡିଲା 20 gram ର ବ୍ରାଉନସୁଗାର,
1 min read
ଭଦ୍ରକ(ଅବଦୁଲ ଫିରୋଜ ଖାଁ ):- ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଡାଇନଗଡ଼ିଆ ଛକ ନିକଟରେ ଏମଭି ଚେକିଙ୍ଗ କରା ଯାଉଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଭଦ୍ରକ ଯାଉଥିବା ବେଳେ ଧରା ପଡ଼ିଥିଲେ ପୋଲିସ ହାତରେ l ପରେ ପୋଲିସ ସେମାନଙ୍କ ନିକଟରୁ 20 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ! ଜାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ l ତେବେ ପୋଲିସ ସେମାନଙ୍କ ନିକଟରୁ ଦୁଇଟା ମୋବାଇଲ ଜବତ କରିଥିବା ବେଳେ ଗୋଟେ ବାଇକ ଜବତ କରିଛି ପୋଲିସ ! ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଯାଜପୁର ଅଂଚଳ ସଞ୍ଜୟ କୁମାର ବେହେରା ସତ୍ୟଜିତ ପଣ୍ଡା ଓ ଭଦ୍ରକ ଭୁଣ୍ଡାରୀ ପୋଖରି ଅଂଚଳର ବୋଲି ସୂଚନା ଦେଇଛି ପୋଲିସ !