ପIଖଡ଼ ପଞ୍ଚାୟତ ରେ ନୂତନ ସରପଞ୍ଚ ଙ୍କ ଭତ୍ତା ବଣ୍ଟନ
1 min read
କେନ୍ଦ୍ରାପଡ଼ା (ଶୁଭେନ୍ଦୁ ନାରାୟଣ ):- ଗରଦପୁର ବ୍ଲକ ଅଧିନ ପIଖଡ଼ ପଞ୍ଚାୟତ ରେ ବନୋଲତା ସ୍ୱାଇଁ ନୂତନ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କରିବା ସହିତ ମାର୍ଚ୍ଚ ମାସର ଭତ୍ତା ବଣ୍ଟନ କରିଥିଲେ ଏହା ସହିତ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ l ଉକ୍ତ କାର୍ଯକ୍ରମ ରେ ପIଖଡ଼ ଗ୍ରାମର ଦୁଇ ନୂତନ ସଭ୍ୟା ସସ୍ମିତା ବେହେରା ଓ ଦେବକୀ ପାତ୍ର ଓ ପIଖଡ଼ ସରପଞ୍ଚ ପ୍ରତିନିଧି ପ୍ରତାପ ସ୍ଵାଇଁ ଓ ପଞ୍ଚାୟତ ଏକଜ୍ୟୁକୁଟିଭ ଅଫିସର କୈଳାସ ଚନ୍ଦ୍ର ବେହେରା ଓ ପଞ୍ଚାୟତ ପିଅନ ଅନିରୁଦ୍ଧ ବେହେରା ସହଯୋଗ କରିଥିଲେ