June 26, 2022

ମ,ରାମପୁର ଅଞ୍ଚଳ ରେ ପୁଣି (ସିପିଆଇ) ମାଓ ପୋଷ୍ଟର
ଶ୍ରୀଏଜୁକେସନ ଶିକ୍ଷା ସଂସ୍ଥାନ କୁ ଟାର୍ଗେଟ

କଳାହାଣ୍ଡି (କୁଞ୍ଜବିହାରୀ ହାତୀ ):କଳାହାଣ୍ଡି ଜିଲ୍ଲା ମ,ରାମପୁର ର ଶ୍ରୀ ଏଜୁକେସନ ଶିକ୍ଷା ସଂସ୍ଥାନ କୁ ଟାର୍ଗେଟ କରି ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୂର୍ବରୁ ଦୁଇଥର ମାରିଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବ ରୁ ମରାଯାଇଥିବା ପୋଷ୍ଟର ରେ ଏହି ଶିକ୍ଷାନୁଷ୍ଠାନ ରେ ଛାତ୍ରୀ ମାନ ଙ୍କୁ ଯୌନ ନିର୍ଯାତନା ଦିଆଯାଉ ଥିବା ଅଭିଯୋଗ ନେଇ ପୋଷ୍ଟର ମାରିଥିଲେ । ଏବଂ ସରକାର ଏହାର ପଦକ୍ଷେପ ନିଅନ୍ତୁ ବୋଲି ପୋଷ୍ଟର ରେ ଉଲ୍ଲେଖ ଥିଲା । ବର୍ତ୍ତମାନ ସରକାର କିଛି ପଦକ୍ଷେପ ନନେବାରୁ ଆମେ ଶିକ୍ଷାନୁଷ୍ଠାନ କୁ ଉଡେଇଦେବୁ ,,ଏଥିରେ ଛାତ୍ରଛାତ୍ରୀ ଙ୍କ କିଛି ହେଲେ ଆମେଦାଇ ରହିବୁ ନାହିଁ ବୋଲି ପୋଷ୍ଟର ରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.