May 26, 2022

ଲୋକାର୍ପିତ ହେବ ସିମନବାଡ଼ି ଓ ବୁଡାଗୁଡ଼ା ସ୍ମାର୍ଟ ସ୍କୁଲ:

1 min read


ବାଲିଗୁଡା,୧୦/୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଅନୁସାରେ ଗୁରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲ ଭର୍ଚୁଆଲ୍‌ ମାଧ୍ୟମରେ ଉଦଘାଟିତ ହେବ । ସେଥିମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ସିମନବାଡ଼ି ଓ ବୁଡାଗୁଡ଼ାଠାରେ ୨ଟି ସ୍ମାର୍ଟ ସ୍କୁଲର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.