May 26, 2022

ବୁଲା ପଶୁପକ୍ଷୀ ଙ୍କୁ ଖାଦ୍ୟ ଖୁଆଇଲେ ତିହିଡି ଯୁବମଞ୍ଚ

(ଆମହକନ୍ୟୁଜ )ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ର ପ୍ରତିସପ୍ତାହନ୍ତ ସଟଡାଉନରେ ବଜାର ରେ ସମସ୍ତ ଦୋକାନ ବଜାର ବନ୍ଦ ଥାଏ । ବୁଲା ପଶୁ ପକ୍ଷୀମାନେ ଖାଦ୍ୟ ସମସ୍ୟାରେ ଥାନ୍ତି ସେଇମାନଙ୍କ ମୁହଁରେ ଖାଦ୍ୟ ପହଞ୍ଚାଇବା ପାଇଁ ତିହିଡି ଯୁବମଞ୍ଚ ପ୍ରୟାସ ଜାରିରଖିଛି। ବୁଲା ପଶୁ ପକ୍ଷୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପନିପରିବା ଖୁଆଯାଇଛି।

ଏହି କାର୍ଯ୍ୟକ୍ରମରେ (ସଭାପତି ) କୈଳାସ ବେହେରା, ସଂପାଦକ ଅନିଲ ନାୟକ ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ବାରକ,ସାସ୍କୃତିକ ସଂଯୋଜକ ନୀଳମାଧଵ ସେନାପତି, ସଦସ୍ୟ ସୌମ୍ୟଗୋପାଳ ନାୟକ, ସାକିରୁଦ୍ଦିନ ଖାଁ ଅଭିଜିତ ନାୟକ ସତ୍ୟବାଦୀ କୁଣ୍ତ ସୁମନ ଦିକ୍ଷିତ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉକ୍ତ ଯୁବ ମଞ୍ଚ ର ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଖୁବ ପ୍ରଶଂସା କରାଯାଇଛି ।।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.